ଡିଆରଡିଓର ବୋମା ପରୀକ୍ଷଣ ସଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଡିଆରଡିଓର ବୋମା ପରୀକ୍ଷଣ ସଫଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିରକ୍ଷା ଗବେଷଣା ଏବଂ ପ୍ରତିରକ୍ଷା ସଙ୍ଗଠନ (ଡିଆରଡିଓ) ସଫଳତାର ସହ ଏକ ୫୦୦ କେଜି ବର୍ଗର ଇନର୍ସିଆଲ ଦିଗ ନିର୍ଦ୍ଦେଶିତ ବୋମାକୁ ସୁ-୩୦ ଏମକେଆଇ ବାୟୁଯାନରୁ ଆକାଶ ମାର୍ଗରେ ରାଜସ୍ଥାନର ପୋଖରାନ ପରୀକ୍ଷଣ ରେଞ୍ଜରୁ ପରୀକ୍ଷଣ କରିଛି।

ଏହି ବୋମା ସଠିକ ଦିଗରେ ଗତି କରି ସଠିକ ଢ଼ଙ୍ଗରେ ଲକ୍ଷ୍ୟ ଭେଦ କରିଥିଲା। ପରୀକ୍ଷଣର ସମସ୍ତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଯୁଦ୍ଧ ସମୟରେ ଏହି ଯୁଦ୍ଧାସ୍ତ୍ରକୁ ପ୍ରଭାବଶାଳୀ ଢଙ୍ଗରେ ଉପଯୋଗ କରାଯାଇ ପାରିବ।



from Odisha Reporter http://bit.ly/2WvjvpH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages