ୟୁପିରେ ୧୧ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ୟୁପିରେ ୧୧ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ

ଲକ୍ଷ୍ନୌ: ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶରେ ୧୧ ଜଣ ବିଧାୟକ ସଂସଦକୁ ନିର୍ବାଚିତ ହୋଇଛନ୍ତି। ତେଣୁ ଖୁବଶୀଘ୍ର ଏହି ୧୧ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେବେ। ତେଣୁ ଏହି ୧୧ ବିଧାନସଭା ଆସନରେ ଉପ-ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

ବିଜେପିର ୭ ଜଣ ବିଧାୟକ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ଦୁଇ ଜଣ, ବହୁଜନ ସମାଜ ପାର୍ଟିର ଜଣେ ଓ ଅନ୍ୟ ଜଣେ ବିଧାୟକ ଆପନା ଦଳରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି।



from Odisha Reporter http://bit.ly/2M8gJ5I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages