ବଜ୍ରପାତରେ ଚାଲିଗଲା ୨ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ବଜ୍ରପାତରେ ଚାଲିଗଲା ୨ ଜଣଙ୍କ ଜୀବନ

ବାରିପଦା(ମାଣିକଲାଲ ପାଣି): ବାଲି ବୋଝେଇ କରୁଥିବା ବେଳେ ବଜ୍ରପାତ ହେଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଆଜି ଅପରାହ୍ନରେ ବଡ଼ସାହି ବ୍ଲକ ନିଶ୍ଚିନ୍ତପୁର ବାଲିଘାଟରେ ଟ୍ରାକ୍ଟର ଚାଳକ ନିରଞ୍ଜନ ବିଶୋୟି ଓ ମୁନ୍ନା ବିଶୋୟି ବାଲି ବୋଝେଇ କରୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି।

ସୂଚନାରୁ ପ୍ରକାଶ, ଆଜି ସନ୍ଧ୍ୟା ୫ଟା ବେଳେ ବଡ଼ସହି ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। କିଛି ସମୟ ଭିତରେ ପବନ ବହିବା ସହିତ ବର୍ଷା ହୋଇଥିଲା। ଆଉ ମଝିରେ ମଝିରେ ବଜ୍ରପାତ ହେଉଥିଲା।



from Odisha Reporter http://bit.ly/30G6UPr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages