
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୪.୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାପଛକୁ ରହିଛି ସମ୍ବଲପୁର। ଏଠାରେ ପାରଦ ରହିଛି ୪୩.୯ ଡିଗ୍ରୀ। ହୀରାକୁଦରେ ୪୩.୮, ତାଳଚେରରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ସୋନପୁରରେ ୪୩.୨, ବଲାଙ୍ଗିର ରରେ ୪୨.୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭.୭ ଡିଗ୍ରୀ ଥିଲା ।
from Odisha Reporter http://bit.ly/2wlbgxu
No comments:
Post a Comment