୮୨ଟି ବିଦ୍ୟାଳୟରେ ରେଜଲଟ୍ ଶୂନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

୮୨ଟି ବିଦ୍ୟାଳୟରେ ରେଜଲଟ୍ ଶୂନ

କଟକ(ଓଡ଼ିଶା ରିପୋର୍ଟର)ସବୁ ଉତ୍କଣ୍ଠାର ଅବସାନ ଘଟିଛି । ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ରହିଛି ୭୦.୭୮%।  ଗ୍ରେଡ  A1ରେ ୧୧୮୧, A2ରେ ୯୯୩୮ ଓ  B1ରେ୨୪୯୯୧  ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେହିପରି ଗ୍ରେଡ  B2ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଗତ ବର୍ଷ ତୁଳନାରେ ଏଥର ପାସ୍ ହାର ପାଖାପାଖି ୬ ପ୍ରତିଶତ ହ୍ରାସ ପାଇଛି । ତେବେ ଚଳିତ ମାଟ୍ରିକ ପରୀକ୍ଷାରେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ଥିବା ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।



from Odisha Reporter http://bit.ly/2VOM3e5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages