ସ୍ମୃତି ଇରାନୀଙ୍କୁ ପଛରେ ପକାଇଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ସ୍ମୃତି ଇରାନୀଙ୍କୁ ପଛରେ ପକାଇଲେ ରାହୁଲ

Rahul

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଗଣତି ଯେତିକି ବଢ଼ୁଛି ସଂଖ୍ୟାର ଖେଳ ମଧ୍ୟ ସେତିକି ବଦଳୁଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆମେଠି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପଛରେ ରହିଥିଲେ। ହେଲେ ଏବେ କାର ଟ୍ରେଣ୍ଡ ଅନୁଯାୟୀ ରାହୁଲ ଗାନ୍ଧି ଆଗରେ ରହିଛନ୍ତି। ସେ ସ୍ମୃତି ଇରାନୀଙ୍କ ଠାରୁ ୧ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି।

ରାହୁଲ ଚଳିତ ଥର ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ। ଆମେଠି ବ୍ୟତୀତ ରାହୁଲ କେରଳର ୱାୟନାଡ଼ରୁ ଲଢ଼ୁଛନ୍ତି। ଏହି ଆସନରେ ରାହୁଲ ପ୍ରତିପକ୍ଷ ବାମପନ୍ଥୀ ଓ ଏନ୍‌ଡିଏ ପ୍ରାର୍ଥୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି।



from Odisha Reporter http://bit.ly/2X1FNMq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages