
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଓ ଶାସକ ଟିଏମସି ମଧ୍ୟରେ ନେକ୍ ଟୁ ନେକ୍ ଟକ୍କର ଚାଲିଛି। ଆଜି ରାଜ୍ୟର ୪୨ଟି ଲୋକସଭା ଆସନ ପାଇଁ ଭୋଟ ଗଣତି ୫୯ଟି କେନ୍ଦ୍ରରେ ଚାଲିଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ୧୭ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୧୬ଟିରେ ଆଗରେ ରହିଛି। ବିଜେପି ଆସୋନସଲ ଓ ହାୱାଡାରେ ଆଗରେ ରହିଛି।
ଆସୋନସଲରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ୨୨୮୦ ଖଣ୍ଡ ଭୋଟ୍ରେ ଆଗରେ ଚାଲିଛନ୍ତି। ଏଠାରେ ଟିଏମସି ମୁନମୁନ୍ ସେନଙ୍କୁ ପ୍ରାର୍ଥୀ କରିଛି। ଟିଏମସି ଯାଦବପୁର, ଜୟନଗର ଓ ଡାଇମଣ୍ଡ ହାର୍ବରରେ ଯଥେଷ୍ଟ ଆଗରେ ରହିଛି।
from Odisha Reporter http://bit.ly/2HPIDxH
No comments:
Post a Comment