କିଟ୍‌ରେ ସ୍ପୋର୍ଟ୍ସ କୋଚିଂ କ୍ୟାମ୍ପ୍ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

କିଟ୍‌ରେ ସ୍ପୋର୍ଟ୍ସ କୋଚିଂ କ୍ୟାମ୍ପ୍ ଆରମ୍ଭ

ଭୁବନେଶ୍ୱର: ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପରିଚାଳନାରେ ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସାଇ ଏନ୍ଏ‌ସ୍ଏ‌ନ୍ଆ‌ଇଏସ୍ ସ୍ପୋର୍ଟ୍ସ କୋଚିଂ କ୍ୟାମ୍ପ୍ ଆରମ୍ଭ ହୋଇଛି।

୬ ସପ୍ତାହ ଧରି ଚାଲିବାକୁ ଥିବା ଏହି କ୍ୟାମ୍ପରେ ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବାସ୍କେଟବଲ, କ୍ରିକେଟ, ଫୁଟବଲ, ହକି, ଜୁଡୋ, ସୁଇମିଂ, ଟେବୁଲ୍ ଟେନିସ୍, ଭଲିବଲ୍ ଓ ୱେଟଲିଫଟିଙ୍ଗ୍ ଆଦି କ୍ରୀଡ଼ାର କୋଚିଂ ଦିଆଯିବ।

ଏଥିରେ ଉତ୍ତୀର୍ଣ୍ଣ କ୍ରୀଡ଼ାବିତଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆସନ୍ତା ଜୁନ୍ ୨୫ ତାରିଖରେ ଏହି କ୍ୟାମ୍ପ୍ ଉଦଯାପିତ ହେବ।



from Odisha Reporter http://bit.ly/2VtXCCm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages