ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

rape-2

ସମ୍ବଲପୁର(ସମୀର ଷଡଙ୍ଗୀ): କାମ ଯୋଗାଡ଼ କରିଦେବା ବାହାନାରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣେ ଡ୍ରାଇଭର। ତାଙ୍କର ଡାକ୍ତରୀମାଇନା କରି ପୁଲିସ୍ ଘଟଣାର ତଦନ୍ତ କରୁଛି।

ସମ୍ବଲପୁର ଏସିପ୍ ସଞ୍ଜୀବ ଆରୋରା କହିଛନ୍ତି,“ଗତକାଲି ରାତିରେ ଝାଡ଼ଖଣ୍ଡ ଅଞ୍ଚଳର ଏକ ଦମ୍ପତି କାମ ଅନୁସନ୍ଧାନରେ ସମ୍ବଲପୁର ଆସିଥିଲେ। ସେଠାରେ ଅଭିଯୁକ୍ତ ସହ ସେମାନଙ୍କର ଦେଖା ହୋଇଥିଲା। ସେମାନଙ୍କୁ କାମ ଦେବା ବାହାନାରେ ଅଭିଯୁକ୍ତ ଜଣଙ୍କ ଏକ କାରାଖାନାକୁ ନେଇ ଯାଇଥିଲା। ସେ ସେମାନଙ୍କ ସହିତ ଭଲ ଭାବେ ମିଶି ଯାଇଥିଲା। ସେମାନେ ବି ଅଭିଯୁକ୍ତକୁ ଭଲ ଲୋକ ବୋଲି ଭାବି ନେଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ମହିଳାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି।”



from Odisha Reporter http://bit.ly/2QfhNmN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages