ଓଏସଆରଟିସି ଠିକା କର୍ମଚାରୀଙ୍କ ଆନ୍ଦୋଳନ: ଭଞ୍ଜନଗର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଓଏସଆରଟିସି ଠିକା କର୍ମଚାରୀଙ୍କ ଆନ୍ଦୋଳନ: ଭଞ୍ଜନଗର ବନ୍ଦ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ସାତ ମାସର ବକେୟା ଦରମା ଏବଂ ଓଏସଆରଟିସି ୟୁନିଟ ସ୍ଥାନାନ୍ତରକୁ ବିରୋଧ କରି ଦଶମ ଦିନରେ ପହଞ୍ଚିଛି ଭଞ୍ଜନଗର ଓଏସଆରଟିସି ଠିକା କର୍ମଚାରୀଙ୍କ ଆନ୍ଦୋଳନ। ଭଞ୍ଜନଗର ଓଏସଆରଟିସି ୟୁନିଟକୁ ଉଚ୍ଛେଦନାମାକୁ ଠିକା କର୍ମଚାରୀ  ଜୋରଦାର ବିରୋଧ କରୁଛନ୍ତି। ଆଉ ଏହାକୁ ନେଇ

ଆଜି ଭଞ୍ଜନଗରରେ ଦିନିକିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ଭଞ୍ଜନଗରର ବିଭିନ୍ନ ସଙ୍ଗଠନ ସହଯୋଗ କରିଛନ୍ତି। ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହାସହ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି।



from Odisha Reporter http://bit.ly/2EpxKSC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages