ଖରାଦିନେ ମୋଜା ପିନ୍ଧିଲେ ପଡ଼ିପାରନ୍ତି ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଖରାଦିନେ ମୋଜା ପିନ୍ଧିଲେ ପଡ଼ିପାରନ୍ତି ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁତ ଲୋକ ମୋଜା ପିନ୍ଧିବା ପାଇଁ ସଉକ ରଖିଥାନ୍ତି। ସେମାନେ ଖରା , ବର୍ଷା ଏବଂ ଶୀତ ଦିନେ ମଧ୍ୟ ମୋଜା ପିନ୍ଧିଥାନ୍ତି। କ’ଣ ଏହା ଆପଣ ଜାଣିଛନ୍ତି କି, ଖରାଦିନେ ମୋଜା ପିନ୍ଧିବା ଆପଣଙ୍କ ଶରୀର ପାଇଁ ଖରାପ ହୋଇପାରେ। ତାହାଲେ ଆସନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ କ୍ଷତିପାରକ ହୋଇପାରେ।

ତ୍ୱଚା ଖରାପ ହୋଇପାରେ


ଖରାଦିନେ ମୋଜା ପିନ୍ଧିବା ଯୋଗୁ ପାଦର ତ୍ୱଚା ଖରାପ ହୋଇପାରେ। ଖରାଦିନେ ପାଦରୁ ଝାଳ ବାହାରିଥାଏ। ଆଉ ଆପଣ ଯଦି ମୋଜା ପିନ୍ଧୁଛନ୍ତି ପାଦରୁ ଝାଳ ଅଧିକା ବାହାରିଥାଏ। ଏଥିପାଇଁ ଫଙ୍ଗଲ୍‌ ଇନ୍‌ଫେକ୍ସନ୍‌ ମଧ୍ୟ ହୋଇପାରେ।

ଝାଳ ହୋଇ ପାଦ ନରମ ହେବା କାରଣରୁ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇପାରେ।

ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇପାରେ

ଯଦି ଆପଣ ଅଧିକ ଟାଇଟ୍‌ ମୋଜା ପିନ୍ଧି ପିନ୍ଧୁଛନ୍ତି, ତାହାଲେ ପାଦର ରକ୍ତ ସଞ୍ଚାଳନ ହେବାରେ ମଧ୍ୟ ସମସ୍ୟା ଉପୁଜି ପାରେ। ଏହି କାରଣରୁ ଆପଣଙ୍କ ଶରୀର ହଠାତ୍‌ ଗରମ ହୋଇପାରେ, ଏବଂ ଚିଡ୍‌ଚିଡ଼ା ମଧ୍ୟ ଅନୁଭବ ହୋଇପାରେ।

ଯଦି ଆପଣ ସକାଳୁ ସନ୍ଧ୍ୟା ଯାଏ ପାଦରୁ ମୋଜା ଖୋଲୁ ନାହାନ୍ତି ତାହାଲେ ଏହା ମଧ୍ୟ ଆପଣଙ୍କ ଶରୀର ପାଇଁ ଅନେକ ସମସ୍ୟା ସୃଷ୍ଟି କରି ପାରେ।



from Odisha Reporter http://bit.ly/2XcrpRI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages