ବାତ୍ୟା ବେଳେ ଟିକେଟ୍ ବୁକିଂର ପଇସା ଫେରସ୍ତ କରିବ ବିମାନ କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ବାତ୍ୟା ବେଳେ ଟିକେଟ୍ ବୁକିଂର ପଇସା ଫେରସ୍ତ କରିବ ବିମାନ କମ୍ପାନୀ

air-india

ନୂଆଦିଲ୍ଲୀ: ବାତ୍ୟା ଫୋନି ପାଇଁ ଯାତ୍ରା କରିପାରିନଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଘରୋଇ ବିମାନ ସେବାପ୍ରଦାନକାରୀ ସଂସ୍ଥା ଭିସ୍ତାରା, ଗୋ-ଏୟାର, ଏୟାର ଇଣ୍ଡିଆ। କମ୍ପାନୀ ଏକ ବିଜ୍ଞପ୍ତି ଜରିଆରେ କହିଛି ଯେ ଶୁକ୍ରବାର ଦିନ ଯେଉଁମାନେ ଭିସ୍ତାରା ବିମାନରେ ଯାତ୍ରା ନ କରିପାରି ଟିକେଟ ବାତିଲ କରି ନାହାନ୍ତି ସେମାନେ ଆସନ୍ତାକାଲି ବିନା ଅତିରିକ୍ତ ଦେୟରେ ଯାତ୍ରା କରିପାରିବେ।

ସକାଳ ୧୦ଟା ୫୦ରେ ଦିଲ୍ଲୀରୁ କୋଲକାତା ଯିବା ପାଇଁ ବିମାନ ନମ୍ୱର UK738 ଏବଂ ଅପରାହ୍ନ ୧ଟା ୩୫ରେ କୋଲକାତାରୁ ଦିଲ୍ଲୀ ଆସିବା ପାଇଁ ବିମାନ UK737ରେ ଫୋନି ପାଇଁ ଯାତ୍ରା କରିପାରିନଥିବା ଯାତ୍ରୀ ଏହି ଯାତ୍ରା କରିପାରିବେ।

ସେହିପରି ଇଣ୍ଡିଗୋ ଏବଂ ଗୋ-ଏୟାର କମ୍ପାନୀ ଟିକେଟ ବାତିଲ କରିଥିବା ଯାତ୍ରୀଙ୍କ ଟଙ୍କା ଶତ ପ୍ରତିଶତ ଫେରସ୍ତ କରିବେ ବୋଲି କହିଛନ୍ତି। ଏମିତିକି ଯାତ୍ରା କରିବାକୁ ଚାହୁଁଥିଲେ ସମାନ ପଇସାରେ ଅନ୍ୟ ଏକ ବିମାନରେ ଟିକେଟ ବୁକ୍ କରିପାରିବେ ବୋଲି ଯାତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।



from Odisha Reporter http://bit.ly/2LrjIpi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages