ଏକଜିଟ୍ ପୋଲ୍ ଜାଣିବା ପରେ ନମାଜ ପାଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଏକଜିଟ୍ ପୋଲ୍ ଜାଣିବା ପରେ ନମାଜ ପାଠ

NAMA, MUSLIM PRAYER

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଏକଜିଟ୍ ପୋଲରେ ବିଜେପି ସରକାର ଗଢ଼ିବ ବୋଲି ଜନାଦେଶ ଦେଇ ସାରିଛି। ତେଣୁ ଏକଜିଟ୍ ପୋଲ୍ କରିଥିବା ଆକଳନ ସଠିକ୍ ନହେଉ ବୋଲି ମୁସଲିମ ସମ୍ପ୍ରଦାୟର ଲୋକମାନେ ସ୍ୱତନ୍ତ୍ର ନମାଜ ପାଠ କରିଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶର ଦାରୁଲ ଉଲୁମ ଦେବବନ୍ଦ ନାମକ ଏକ ମଦ୍ରାସାର ବରିଷ୍ଠ ମୌଲାନା ମୁଫ୍‌ତି ମହମୁଦ ହସନ ବୁଲନ୍ଦଶ୍ରୀ ଏକଜିଟ୍ ପୋଲକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକଜିଟ୍ ପୋଲ ସପକ୍ଷରେ ଜନାଦେଶ ନଯାଉ ବୋଲି ଦର୍ଶାଇ ୨୦ ତାରିଖରୁ ନମାଜ ପାଠ ପଢିବା ପାଇଁ ସମସ୍ତ ମୁସଲିମ ସମ୍ପ୍ରଦାୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ରିପୋର୍ଟ ଅନୁଯାୟୀ, ମୌଲାନା କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଆମ ଦେଶର ଶାନ୍ତି, ସମୃଦ୍ଧି ଏବଂ ମୁସଲମାନ, ମସଜିଦ୍ ଏବଂ ଶିକ୍ଷକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିବା ଦରକାର। ମୁଫ୍‌ତିଙ୍କ ଏଭଳି ପ୍ରୟାସକୁ ମଦ୍ରାସା ପକ୍ଷରୁ ସ୍ୱାଗତ କରାଯାଇଛି ।



from Odisha Reporter http://bit.ly/2VR7MlH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages