ଇଂଲଣ୍ଡ କ୍ୟାପଟେନ୍ ମୋର୍ଗାନ୍ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଇଂଲଣ୍ଡ କ୍ୟାପଟେନ୍ ମୋର୍ଗାନ୍ ଆହତ

ଲଣ୍ଡନ: ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଛି। ଇଂଲଣ୍ଡ ଟ୍ରେନିଂ ସେସନରେ ଟିମ୍ କ୍ୟାପଟେନ୍ ଇଅନ୍ ମୋର୍ଗାନଙ୍କ ଅଙ୍ଗୁଳିରେ ଆଘାତ ଲାଗିଛି। ଆଘାତ ସେତେଟା ଗୁରୁତର ନଥିଲେ ହେଁ, ମୋର୍ଗାନ ଔପଚାରିକତା ପାଇଁ ନିଜ ଅଙ୍ଗୁଳିର ଏକ୍ସରେ କରାଇବେ।

ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍ ପୂର୍ବରୁ ସାଉଥାମ୍ପଟନର ରୋଜ୍ ବାଉଲଠାରେ ସାଥୀ ଖେଳାଳିଙ୍କ ସହ କ୍ୟାଚ୍ ପ୍ରାକ୍ଟିସ୍ କରୁଥିବା ବେଳେ ମୋର୍ଗାନଙ୍କ ଅଙ୍ଗୁଳିରେ ବଲ୍ ବାଜିଥିଲା।

ଏ ନେଇ ଇସିବି ପକ୍ଷରୁ କୁହାଯାଇଛି ଯେ, ମୋର୍ଗାନଙ୍କ ବାମହାତ ଅଙ୍ଗୁଳିରେ ଆଘାତ ଲାଗିଛି, ଯାହା ପରେ ସେ ଏକ୍ସରେ ପାଇଁ ହସ୍ପିଟାଲ୍ ଯାଇଥିଲେ। ତାଙ୍କ ଆହତ ସେତେଟା ଗୁରୁତର ନୁହେଁ। ଏକ୍ସରେ ରିପୋର୍ଟ ଆସିବା ପରେ ହିଁ, ମୋର୍ଗାନଙ୍କ ଆହତ ସମ୍ବନ୍ଧରେ କୁହାଯାଇପାରିବ ବୋଲି ଇସିବି ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2JBR5UT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages