ଗଣମାଧ୍ୟମକୁ ନକ୍ସଲଙ୍କ ଚିଠି: ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଗଣମାଧ୍ୟମକୁ ନକ୍ସଲଙ୍କ ଚିଠି: ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଗଣମାଧ୍ୟମକୁ ତେଲୁଗୁ ଭାଷାରେ ଦୁଇ ପୃଷ୍ଠା ଚିଠି ଜାରି କରିଛନ୍ତି ନକ୍ସଲ। ଏଥିରେ ଗତ ମେ’ ୮ ତାରିଖରେ ହୋଇଥିବା ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା କରାଯାଇଛି। ଏହି ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ୫ ନକ୍ସଲଙ୍କ ଉଦ୍ଦେଶ୍ୟରେ  ୨୫ ତାରିଖରେ ଆନ୍ଧ୍ର ଓଡ଼ିଶାକୁ ବନ୍ଦ ରଖିବା ପାଇଁ ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ପାଡୁଆ ଅଞ୍ଚଳରେ ଲୁଚି ରହିଥିବା ଖଣିଜ ସମ୍ପଦକୁ ଲୁଟ୍‌ କରିବା ପାଇଁ ବଜେପି, ବିଜେଡି ଓ ଟିଡିପି ରାସ୍ତା ଘାଟ ଓ ମୋବାଇଲ ଟାୱାର ନିର୍ମାଣ କରୁଛନ୍ତି। ହେଲେ ମେଡିକାଲ ସୁବିଧା ଓ ଆଦିବାସୀଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଇଚ୍ଛା କରୁନାହାନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।



from Odisha Reporter http://bit.ly/2VQ8rE3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages