୬୩ କେନ୍ଦ୍ରରେ ଭୋଟ ଗଣତି : ସିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

୬୩ କେନ୍ଦ୍ରରେ ଭୋଟ ଗଣତି : ସିଇଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ୬୩ଟି କେନ୍ଦ୍ରରେ ଭୋଟ ଗଣତି କରାଯିବ ବୋଲି  ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି । ଏକକାଳୀନ ଲୋକସଭା ଏବଂ ବିଧାନସଭା ଗଣତି ହେଉଥିବାରୁ ଗୋଟିଏ ହଲରେ ୭+୭ ମୋଟ ୧୪ଟି ଟେବୁଲ ରହିବ।

୭ଟି ଟେବୁଲରେ ଲୋକସଭା, ୭ଟି ଟେବୁଲରେ ବିଧାନସଭା ଗଣତି କରାଯିବ। ନିର୍ବାଚନ କମିଶନଙ୍କ ଅନୁମତିରେ କିଛି ଜାଗାରେ ଟେବୁଲ ବଢ଼ିଛି। ତେଣୁ ୪୧୧ ଟେବୁଲ ବଢ଼ିଛି ଏବଂ ୨୪୬୨ ଟେବୁଲରେ ଗଣତି କରାଯିବ ବୋଲି ସିଇଓ କହିଛନ୍ତି। ବୁଥ୍ ସଂଖ୍ୟାକୁ ଦେଖି ରାଉଣ୍ଡ କରାଯିବ ଏବଂ ରେଜଲ୍ଟ ଆସିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2M0coRR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages