ଚନ୍ଦନଙ୍କ କାର୍‌ରୁ ୨୭ କିଲୋ ଗଞ୍ଜେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଚନ୍ଦନଙ୍କ କାର୍‌ରୁ ୨୭ କିଲୋ ଗଞ୍ଜେଇ

ganja

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପଵିଙ୍ଗିଆ ଗାଁ ନିକଟ ଛକରୁ ଅବକାରୀ ବିଭାଗ ଏକ କାର୍‌ରୁ ୨୭ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ଚନ୍ଦନ ଦିଗାଲ। ତାଙ୍କ ଘର ଫୁଲବାଣୀ ସହରରେ।

chandanଚନ୍ଦନ ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ନେଇ ନୟାଗଡ଼ ଜିଲ୍ଲା ଅଭିମୁଖେ ଯାଉଥିବା କଥା ଅବକାରୀ ବିଭାଗ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ବିଭାଗୀୟ କର୍ମଚାରୀମାନେ ପଵିଙ୍ଗିଆ ଛକରେ ଜଗି ରହିଥିଲେ ଏବଂ ସବୁ ଯାନବାହନଗୁଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଚନ୍ଦନଙ୍କ କାର୍‌ରୁ ଗଞ୍ଜେଇ ଜବତ କରିଥିଲେ।



from Odisha Reporter http://bit.ly/2JIAaiy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages