ବ୍ୟବସାୟୀଙ୍କୁ ବାତ୍ୟା ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ବ୍ୟବସାୟୀଙ୍କୁ ବାତ୍ୟା ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯିବାର ବିତି ଗଲାଣି ୫ ଦିନ। ଆଉ ଅସହ୍ୟ ଗରମ ଓ ଗୁଳଗୁଳିରେ ନୟାନ୍ତ ଭୁବନେଶ୍ୱର ବାସିନ୍ଦାଙ୍କ ଭିଡ଼ ଏବେ ବିଭିନ୍ନ ଲାଇଟ୍ ଫ୍ୟାନ୍ ଦୋକାନରେ ଦେଖିବାକୁ ମିଳୁଛି।

ଭୁବନେଶ୍ୱରର ଏକ ନମ୍ବର ହାଟ, ବାପୁଜୀ ନଗର ଭଳି ବିଭିନ୍ନ ଜାଗାରେ ବ୍ୟବସାୟୀମାନେ ଷ୍ଟଲ ଖୋଲି ଚାଇନା ନିର୍ମିତ ବ୍ୟାଟେରୀ ଲାଇଟ୍, ସୋଲାର୍ ଲାଇଟ୍ ,ସୋଲାର୍ ଫ୍ୟାନ୍, ଲଣ୍ଠନ ଓ ବିଞ୍ଚଣା ପ୍ରଭୃତି ବିକ୍ରି କରୁଛନ୍ତି ।

ବିଜୁଳି ନଥିବାରୁ ଲୋକେ ଏବେ ଏସବୁ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି। ଆଉ ଏହାର ବେଶ୍ ଫାଇଦା ବି ଉଠାଉଛନ୍ତି ବ୍ୟବସାୟୀ। ଲୋକଙ୍କ ଅସହାୟତାକୁ ଦେଖି ବ୍ୟବସାୟୀମାନେ ବି ଅଧିକ ରେଟ୍ ରେ ସାମଗ୍ରୀ ସବୁକୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ।



from Odisha Reporter http://bit.ly/305it2z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages