ନିଜ ନାଁରେ ଫେକ୍ ଆକାଉଣ୍ଟକୁ ନେଇ ସତର୍କ କରାଇଲେ ଦୂତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ନିଜ ନାଁରେ ଫେକ୍ ଆକାଉଣ୍ଟକୁ ନେଇ ସତର୍କ କରାଇଲେ ଦୂତୀ

ଭୁବନେଶ୍ୱର: ବର୍ତ୍ତମାନ ସୋଶାଲ ମିଡିଆରେ ଫେକ୍ ଆକାଉଣ୍ଟ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ପ୍ରତି ସେକେଣ୍ଡରେ କେହି ନା କେହି ଅନ୍ୟଜଣଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଠିକ୍ ଏଭଳି ଘଟିଛି ଭାରତର ଷ୍ଟାର୍ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ପକ୍ଷେ।

କିଛି ଦିନ ତଳେ ସମଲିଙ୍ଗୀ ସମ୍ପର୍କକୁ ମୁହଁ ଖୋଲିଥିବା ଦୂତୀଙ୍କ ନାଁରେ ମଧ୍ୟ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ନିଜେ ଦୂତୀ କରିଛନ୍ତି। ଏ ନେଇ ଦୂତୀ ନିଜ ଫଲୋଅର୍ସଙ୍କୁ ସତର୍କ କରାଇଛନ୍ତି।

ଦୂତୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, “କେହି ଜଣେ ମୋ’ ନାଁରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ଏଥିପାଇଁ ମୁଁ ଫଲୋଅର୍ସଙ୍କୁ ଅନୁରୋଧ କରୁଛି ଯେ, ସେମାନେ ମୋତେ ମୋ ଟ୍ୱିଟର ଆକାଉଣ୍ଟରେ ଫଲୋ କରନ୍ତୁ। ଏହା ମୋର ଓରିଜିନାଲ୍ ଟ୍ୱିଟର୍ ଆକାଉଣ୍ଟ। ଆପଣଙ୍କ ସମର୍ଥନ ପାଇଁ ବହୁତ ଧନ୍ୟବାଦ।’



from Odisha Reporter http://bit.ly/2K3Xtn0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages