ସୀମା ଟପିଲେ କଂଗ୍ରେସ ନେତା , କହିଲେ ଇଭିଏମ୍ ହେରଫେରରେ ସୁପ୍ରିମକୋର୍ଟ ବି ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ସୀମା ଟପିଲେ କଂଗ୍ରେସ ନେତା , କହିଲେ ଇଭିଏମ୍ ହେରଫେରରେ ସୁପ୍ରିମକୋର୍ଟ ବି ସାମିଲ

Congress leader Udit raj questions integrity of apex court over its stand on evm vvpat issue
ନୂଆଦିଲ୍ଲୀ: ଇଭିଏମ ଓ ଭିଭିପ୍ୟାଟକୁ ନେଇ ସୁପ୍ରିମକୋର୍ଟରେ ବିରୋଧୀଙ୍କ ଦାବି ଖାରଜ ହେବା ପରେ ସୁପ୍ରିମକୋର୍ଟଙ୍କୁ ଆକ୍ଷେପ କରିଛନ୍ତି କଂଗ୍ରେସ ନେତା ଡକ୍ଚର ଉଦିତ ରାଜ। ନିକଟରେ ବିଜେପିରୁ ଆସି କଂଗ୍ରେସରୁ ଯୋଗ ଦେଇଥିବା ଏହି ନେତା ଟ୍ୱିଟ୍ କରି କହିଛନ୍ତି, “ସୁପ୍ରିମକୋର୍ଟ କାହିଁକି ଚାହୁଁନାହାନ୍ତି ଭିଭିପ୍ୟାଟର ୧୦୦ ପ୍ରତିଶତ ଭୋଟ ଇଭିଏମ ସହ ମିଳାଯାଉ, କଣ ଏହି ଇଭିଏମ ହେରଫେରରେ  ସୁପ୍ରିମକୋର୍ଟ ବି ସାମିଲ ଅଛନ୍ତି କି ?  ନିର୍ବାଚନ ବେଳେ ଦେଢ଼ ମାସ ଧରି ସରକାରୀ କାମ ବନ୍ଦ ଥିବା ବେଳେ ଯଦି ୧୦୦ ପ୍ରତିଶତ ଭୋଟ ଗଣତି ପାଇଁ ୩ରୁ ୪ ଦିନ ଅଧିକ ସମୟ ଲାଗିଥାନ୍ତା ତାହେଲେ କଣ ଅସୁବିଧା ହୁଅନ୍ତା ?

କଂଗ୍ରେସ ନେତା ଡକ୍ଚର ଉଦିତ ରାଜ କରିଥିବା ଏହି ଟ୍ୱିଟରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଓ ପିଟିଆଇ ନ୍ୟୁଜକୁ ଟ୍ୟାଗ କରିଛନ୍ତି। ଦେଶର ସର୍ବୋଚ୍ଚ କୋର୍ଟଙ୍କ ପ୍ରତି ଉଦିତ ରାଜଙ୍କ ଏଭଳି ଆକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।


from Odisha Reporter http://bit.ly/2Jzg5vI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages