ପିଏମଓ ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଧନ୍ୟବାଦ ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ପିଏମଓ ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ପିଏମଓ କର୍ମଚାରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୫ ବର୍ଷ ହେବ ପିଏମଓ ସାରା ଭାରତବର୍ଷର ଆଶାକୁ ପୂରଣ କରିଥିବାରୁ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନରେନ୍ଦ୍ର ମୋଦି।


ଏହି ବୈଠକରେ ପିଏମଓର ପ୍ରିନିସିପାଲ ସେକ୍ରେଟେରୀ ନ୍ରିପେନ୍ଦ୍ର ମିଶ୍ର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଅତିରିକ୍ତ ପ୍ରିନସିପାଲ ସେକ୍ରେଟେରୀ ପି.କେ ମିଶ୍ର ଏବଂ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରୀ ଭାସ୍କର ଖୁଲବେ ଉପସ୍ଥିତ ଥିଲେ। ପୁଣି ମୋଦି ପ୍ରଧାନମନ୍ତ୍ରୀ ହୋଇ ସରକାର ଗଠନ କରିବାକୁ ଯାଉଥିବାରୁ ତାଙ୍କୁ ପିଏମଓ ଅଧିକାରୀ ଶୁଭେଛା ଜଣାଇଛନ୍ତି।



from Odisha Reporter http://bit.ly/2JDYsLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages