
ଆସିକା(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଲଜ୍ଜା। ଜଣେ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବାହାଘର ଭୋଜିରୁ ଉଠାଇ ନେଇ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତା’ପରେ ତାଙ୍କୁ ଏକ ନିଛାଟିଆ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ଦୁର୍ବୃତ୍ତ।
ଗାଁ ଲୋକେ ନାବାଳିକାକୁ ଉଦ୍ଧାର କରି ପୁଲିସ୍ ଜିମାରେ ଦେଇଥିଲେ। ଏନେଇ ପରିବାର ଲୋକ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପାଟକୁରା ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2J6kSEG
No comments:
Post a Comment