ତେଲ ନଦୀକୁ ଖସିପଡ଼ିଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ତେଲ ନଦୀକୁ ଖସିପଡ଼ିଲା ଟ୍ରକ୍‌

ଭବାନୀପାଟଣା (ରାଜକୁମାର ସିଂଦେଓ): ଭବାନୀପାଟଣା-ଖଡ଼ିଆଳ ରାଜ୍ୟ ରାଜପଥର ତୁରକେଲ ତେଲ ନଦୀ ବ୍ରିଜରୁ ତଳକୁ ଆଜି ଗୋଟିଏ ଟ୍ରକ ଖସି ପଡ଼ିଛି। ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ୍‌ ବାଡ଼ାକୁ ଧକ୍କା ଦେଇ ଓଲଟି ପଡ଼ିଥିବାରୁ ଚାଳକ ଓ ହେଲ୍‌ପର ତଳେ ଚାପି ହୋଇଥିବା ଆନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କର୍ଲାପଡା ପୁଲିସ ଓ ଅଗ୍ନିଶମ  କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ପ୍ରବଳ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି।

ଟ୍ରକଟି ରାୟପୁରରୁ ଖଡିଆଳ ଦେଇ ଭବାନୀପାଟଣା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଥିଲା।



from Odisha Reporter http://bit.ly/2YfnK5W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages