କେନ୍ଦ୍ର ଓ ରାଜ୍ୟରେ ବିଜେପି ବଢ଼ୁଛି: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

କେନ୍ଦ୍ର ଓ ରାଜ୍ୟରେ ବିଜେପି ବଢ଼ୁଛି: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏକଜିଟ୍ ପୋଲ ଆକଳନକୁ ନେଇ ବିଜେପିର ବରିଷ୍ଠ ନେତା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ବୈଜୟନ୍ତ କହିଛନ୍ତି ଯେ, ଏକଜିଟ୍ ପୋଲ ଆକଳନ ସବୁବେଳେ ଭୁଲ୍ ହୋଇ ନଥାଏ। ଓଡ଼ିଶାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି।

ବିଧାନସଭା ଓ ଲୋକସଭା ଉଭୟରେ ବିଜେପି ବହୁତ ବଢୁଛି। ଅନ୍ୟ ଦଳଗୁଡ଼ିକ କମୁଛି। ଏକଜିଟ୍ ପୋଲର ଏହି ଆକଳନରେ ମୁଁ ଏକମତ। ମୁଁ କେନ୍ଦ୍ରାପଡ଼ା ପାଇଁ ନୂଆ ମୁହଁ ନୁହେଁ। ମୋର ଲୋକଙ୍କ ଉପରେ ଭରସା ଅଛି। ସେମାନଙ୍କର ବି ମୋ ଉପରେ ଭରସା ରହିଛି ବୋଲି ବୈଜୟନ୍ତ କହିଛନ୍ତି।



from Odisha Reporter http://bit.ly/2WTPY5R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages