୧ ଲକ୍ଷ ଭୋଟ୍‌ ଆଗରେ ତେଜସ୍ୱୀ ସୂର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

୧ ଲକ୍ଷ ଭୋଟ୍‌ ଆଗରେ ତେଜସ୍ୱୀ ସୂର୍ଯ୍ୟ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବିଜେପିର ସର୍ବ କନିଷ୍ଠ ସାଂସଦ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ ଇତିହାସ ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛନ୍ତି। ତାଙ୍କୁ ଦଳ ଦିବଂଗତ ଅନନ୍ତ କୁମାରଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ ବେଙ୍ଗାଲୁରୁରୁ ପ୍ରାର୍ଥୀ କରିଥିଲା।

ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ତେଜସ୍ୱୀ ଐତିହାସିକ ଭାବେ ୧ ଲକ୍ଷ ଭୋଟ୍‌ ଆଗରେ ରହିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଅନ୍ୟ ଦୁଇଟି ଆସନରୁ ଗୋଟିଏରେ କଂଗ୍ରେସ ଆଗରେ ଥିବା ବେଳେ ଅନ୍ୟଟିରେ ବିଜେପି ଆଗରେ ରହିଛି।

କେନ୍ଦ୍ରୀୟ ବେଙ୍ଗାଲୁରୁରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟର ପ୍ରାର୍ଥୀ ରିଜୱାନ ଆରଶଦ ପ୍ରାୟ ୨୫ ହଜାର ଭୋଟରେ ଆଗରେ ରହିଛନ୍ତି। ଉତ୍ତର ବେଙ୍ଗାଲୁରୁରେ ବିଜେପିର ଡିଭି ସଦାନନ୍ଦ ଗୌଡ଼ା ୧୦ ହଜାର ଭୋଟ୍ରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି।



from Odisha Reporter http://bit.ly/2Wlczer

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages