କାଳବୈଶାଖୀ ତାଣ୍ଡବ: ବିଦ୍ୟୁତ୍‌ ସେବା ଠପ୍‌  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

କାଳବୈଶାଖୀ ତାଣ୍ଡବ: ବିଦ୍ୟୁତ୍‌ ସେବା ଠପ୍‌ 

ଲମତାପୁଟ(ଓଡ଼ିଶା ରିପୋର୍ଟର)କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ କାଳବୈଶାଖୀର ତାଣ୍ଡବ। କାଳବୈଶାଖୀର ପ୍ରଭାବରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା  ବ୍ଲକର ବିଭିନ୍ନ ଅଂଚଳରେ ବହୁ ସମୟ ଧରି ପବନ ସହ ବର୍ଷା ହୋଇଥିଲା

ଫଳରେ ଅନେକ ସ୍ଥାନରେ ଗଛ ଭାଙ୍ଗି ଯାଇଛି ଲମତାପୁଟ ମୁଖ୍ୟ ଛକରେ ଥିବା ଏକ ହୋଟେଲ ଉପରେ ଗଛ ଭାଙ୍ଗି ହୋଟେଲ ମାଲିକ ଆହତ ହୋଇଛନ୍ତି  ସେପଟେ ପବନ ବର୍ଷା ଯୋଗୁଁ ବିଦୁ୍ୟତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।



from Odisha Reporter http://bit.ly/2K23XDb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages