କାନ୍‌ରେ ହୀନାଙ୍କ ଜଲୱା, ଦେଖନ୍ତୁ କିଛି ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

କାନ୍‌ରେ ହୀନାଙ୍କ ଜଲୱା, ଦେଖନ୍ତୁ କିଛି ଫଟୋ

hina

ମୁମ୍ବାଇ: ଭାରତର ଟେଲି ଅଭିନେତ୍ରୀ ହିନା ଖାନ୍‌ କୋଉ ଡିଭାଠୁ କମ୍‌ ନୁହେଁ ବୋଲି ନିଜେ ପ୍ରମାଣ କରିସାରିଛନ୍ତି। ସେ ବୁଧବାର କାନ୍‌ ଫିଲ୍ମ ଫେଷ୍ଟଭାଲ୍‌ ୨୦୧୯ରେ ଡେବ୍ୟୁ କରିଛନ୍ତି। ‘କସୌଟି’ ସିରିଏଲର ଏହି ଅଭିନେତ୍ରୀ ରେଡ୍‌ କାର୍ପେଟ୍‌ରେ ଚାଲି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ସେ ଏକ ଗ୍ରେ  ଓ ସିମେଣ୍ଟ୍‌ ରଙ୍ଗର ଗାଉନ୍‌ ପିନ୍ଧିଥିଲେ। ସେ ଖୁବ୍‌ କନ୍‌ଫିଡେଣ୍ଟ୍‌ ସହ ରେଡ୍‌ କାର୍ପେଟ୍‌ରେ ଚାଲି ଫଟୋଗ୍ରାଫରଙ୍କୁ ସ୍ମାଇଲ୍‌ ଦେଇଥିଲେ।

ହିନାଙ୍କ ପାଇଁ ଆଉ ଏକ ସଫଳତା ହେଉଛି ସେଠାରେ ହିନାଙ୍କ ଫିଲ୍ମ ସ୍କ୍ରିନିଂ କରାଯିବ। ଯାହାକି କାର୍ଗିଲ୍‌ ଯୁଦ୍ଧ ଉପରେ ଆଧାରିତ।

ହିନା ନିଜ ଫଟୋ ସବୁ ଟ୍ୱିଟର ପେଜ୍‌ରେ ଶେଆର କରିଛନ୍ତି। ଏହି ଫଟୋ ଦେଖିବା ପରେ ୟୁଜରମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଜଣେ ଲେଖିଛନ୍ତି ସେ ପୂରା ଡିଭା ଭଲି ଲାଗୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ‘‘Unstoppable Personality. @eyehinakhan”।

ଦେଖନ୍ତୁ ହିନାଙ୍କର କିଛି ଫଟୋ।



from Odisha Reporter http://bit.ly/2Hsgwon

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages