
କାନ୍: ଚାଲିଛି ୭୨ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍। ରେଡ୍ କାର୍ପେଟ୍ରେ ଚାଲି ଦର୍ଶକଙ୍କ ମନ ମୋହୁଛନ୍ତି ସେଲିବ୍ରିଟି। ପଚରେ ପଡ଼ି ନାହାନ୍ତି ଆମ ବଲିଉଡ୍ କଳାକାର। ବିଭିନ୍ନ ପ୍ରକାର ଲୁକ୍ରେ ସେମାନେ ସମସ୍ତଙ୍କୁ ଘାଇଲା କରିଛନ୍ତି। କାନ୍ରେ ଗଡ୍ଜିଅସ୍ ଡ୍ରେସ୍ ପିନ୍ଧି ସେମାନେ ଭିନ୍ନ ଭିନ୍ନ ଶୈଳୀର ଫଟୋ ସୁଟ୍ ମଧ୍ୟ କରିଛନ୍ତି।
ଏହି ସେଲିବ୍ରିଟିମାନଙ୍କ ଅନ୍ଦାଜ୍ ସେମାନଙ୍କ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି। ପୂର୍ବରୁ ସେମାନଙ୍କର କିଛି ଫଟୋ ଆସି ସାରିଥିଲେ ବି ଏବେ ଆଉ କିଛି ଫଟୋ ଆସିଛି ଆସନ୍ତୁ ଦେଖିବା।

ନିକ୍ ଏବଂ ପ୍ରିୟଙ୍କା

କଙ୍ଗନା ରାଣାୱତ୍

ଦିପିକା ପାଦୁକୋନ

ନିକ୍ ଏବଂ ପ୍ରିୟଙ୍କା

ଧଳା ପୋଷାକରେ ନିକ୍ୟାଙ୍କା

ଦିପିକା ପାଦୁକୋନ

ହ୍ୟୁମା କ୍ୟୁରେସି
from Odisha Reporter http://bit.ly/2VC46iC
No comments:
Post a Comment