
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲେସିଆସ୍ଥିତ ସୁତ୍ର ଫାଉଣ୍ଡେଶନ୍ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ମନୋଜ୍ଞ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକକ ଓ ଦଳଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସୂତ୍ର ଏବଂ ଓଡ଼ିଶାର ପ୍ରକ୍ଷାତ ଓଡିଶୀ ଅନୁଷ୍ଠାନ ରୁଦ୍ରାକ୍ଷ ଫାଉଣ୍ଡେଶନ୍ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦଳଗତ ନୃତ୍ୟ ପର୍ଯ୍ୟାୟରେ ମାଲେସିୟ ଯୁବତୀଙ୍କ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
from Odisha Reporter http://bit.ly/2LnqFro
No comments:
Post a Comment