JEE ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ୧୪ ଯାଏଁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

JEE ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ୧୪ ଯାଏଁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘୁଞ୍ଚିଲା ଜେଇଇ ଆଡଭାନ୍ସଡ ପଞ୍ଜୀକରଣ। ଓଡ଼ିଶା ପିଲାଙ୍କ ପାଇଁ JEE ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ୫ ଦିନ ଅର୍ଥାତ୍ ମେ ୧୪ ଯାଏଁ ବୃଦ୍ଧି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି। ପୂର୍ବରୁ ମେ ୩ରୁ ୯ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା।

ତେବେ ବାତ୍ୟା ‘ଫୋନି’ ଯୋଗୁଁ ରାଜ୍ୟରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଜେଇଇ ଆଡଭାନ୍ସ ରେଜିଷ୍ଟ୍ରେସନ ଆଉ ୧୦ ଦିନ ଘୁଞ୍ଚାଇବାକୁ ଚିଠି ଲେଖି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରେଜିଷ୍ଟ୍ରେସନ ଅବଧି ନଘୁଞ୍ଚାଇଲେ ବହୁ ମେଧାବୀ ଓଡ଼ିଆ ପିଲା ବଞ୍ଚିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ।



from Odisha Reporter http://bit.ly/2JnUvcX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages