ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପଦାସାହିରେ ସ୍ୱାମୀର ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦଷ୍ଟା ନାୟକ। ତାଙ୍କ ସ୍ୱାମୀଙ୍କ ନାଁ ପ୍ରଶାନ୍ତ ନାୟକ।
ଘରୋଇ କଳିକୁ କେନ୍ଦ୍ର କରି ପ୍ରଶାନ୍ତ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପ୍ରଶାନ୍ତକୁ ଗିରଫ କରିଛି।
from Odisha Reporter http://bit.ly/2I4Ccbz
No comments:
Post a Comment