ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଶୈଳବାଳା ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ବାରିରୁ ୧୮ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ଗାଁ ଲୋକେ ଓ ସାପ ଧରାଳିଙ୍କ ସହାୟତାରେ ପ୍ରଥମେ ଛୁଆ ସାପ ଓ ପରେ ମାଆ ସାପକୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ସମୟରେ ଗୋଟିଏ ସାପ ଛୁଆର ମୃତ୍ୟୁ ହୋଇଛି।
ଅନ୍ୟ ସମସ୍ତ ସାପଗୁଡ଼ିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏତେ ସଂଖ୍ୟକ ନାଗ ସାପ ବାହାରିଥିବା ଦେଖି ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।
from Odisha Reporter http://bit.ly/2F7WizX
No comments:
Post a Comment