ନୂଆଦିଲ୍ଲୀ: ପରଲୋକରେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଆର.ଭି ଜନକୀରମନ। ୭୯ ବର୍ଷ ବୟସରେ ଜନକୀରମନଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।
ଡିଏମକେ ନେତା ତଥା ସାଂସଦ କାନ୍ନିମୋଝୀ ହସ୍ପିଟାଲ ଯାଇ ଆର. ଭି ଜନକୀରମନଙ୍କୁ ଶେଷ ଦର୍ଶନ କରିଛନ୍ତି।
DMK leader and former Chief Minister of Puducherry R.V. Janakiraman passed away in Puducherry today at the age of 79. pic.twitter.com/Q36xx4kSly
— ANI (@ANI) June 10, 2019
from Odisha Reporter http://bit.ly/2wINdsr
No comments:
Post a Comment