ବଜାରରେ ପ୍ରଚଳିତ ହେବ ସବୁ ପ୍ରକାର ଖୁଚୁରା ମୁଦ୍ରା: ରିଜର୍ଭ ବ୍ୟାଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 26, 2019

ବଜାରରେ ପ୍ରଚଳିତ ହେବ ସବୁ ପ୍ରକାର ଖୁଚୁରା ମୁଦ୍ରା: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ବଜାରରେ ପ୍ରଚଳିତ ଥିବା ସବୁ ପ୍ରକାର ଖୁଚୁରା ମୁଦ୍ରା ପୂର୍ବପରି ଚାଲୁ ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଭିନ୍ନ ଆକୃତିର ୫୦ପଇସା, ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ଦଶ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇଥିବା ଖବରରେ କୌଣସି ସତ୍ୟତା ନାହିଁ। ତେଣୁ ଲୋକମାନେ ପୂର୍ବପରି ମୁଦ୍ରାର ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

କିଛି ଅଂଚଳରେ ଖୁଚୁରା ଟଙ୍କା  ନେବା ପାଇଁ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଲୋକ ଅମଙ୍ଗ ହେଉଥିବା ନଜରକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ବ୍ୟାଙ୍କକୁ ମୁଦ୍ରା ଜମା କରିବାକୁ ଆସୁଥିବା ଗ୍ରାହକମାନଙ୍କୁ ନ ଫେରାଇବା ପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2RLxrah

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages