ଓଟିଭି ଲୋଗୋ ଥିବା ନକଲି ଭିଡିଓ ଭାଇରାଲ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 19, 2019

ଓଟିଭି ଲୋଗୋ ଥିବା ନକଲି ଭିଡିଓ ଭାଇରାଲ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ଲୋଗୋ ଥିବା ନକଲି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଟୁଇଟ୍ କରି ବୈଜୟନ୍ତ କହିଛନ୍ତି,ଏହା କେବଳ ନକଲି ଖବର ନୁହେଁ,ପାଟକୁରା ନିର୍ବାଚନ ପୂର୍ବରୁ ମତଦାତାଙ୍କ ଉପରେ ପ୍ରଭାବ ପକାଇବା ଉଦ୍ଦେଶ୍ୟରେ ଏକ ଅପରାଧିକ ଷଡ଼ଯନ୍ତ୍ର।
ସେ ଆହୁରି ଉଲ୍ଲେଖ କରିଛନ୍ତି, ବିଜୟ ମହାପାତ୍ରଙ୍କୁ ମୁଁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ତାଙ୍କ ପାଇଁ କ୍ୟାମ୍ପେନିଂ କରିଥିବା ସମସ୍ତେ ଜାଣିଛନ୍ତି। ଏଥିସହ ଓଡ଼ିଶା ବିଧାନସଭାରେ ବିଜୟ ମହାପାତ୍ରଙ୍କ ପରି ରାଜନେତାଙ୍କ ଆବଶ୍ୟକତା ଥିବା ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

 

 

 



from Odisha Reporter https://ift.tt/2Y5iWzf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages