ଓଲଟିଲା ଭୁଟୁଭୁଟି: ଜଣେ ମତ୍ସଜୀବୀ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

ଓଲଟିଲା ଭୁଟୁଭୁଟି: ଜଣେ ମତ୍ସଜୀବୀ ନିଖୋଜ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା  କଷାଫଳ ମୁହାଣରେ ଗତକାଲି ଏକ ଭୁଟୁଭୁଟି  ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଥିବା ୪ ଜଣ ମତ୍ସଜୀବୀଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ତିନି ଜଣ ଉଦ୍ଧାର ହୋଇ କୂଳକୁ ଫେରିଛନ୍ତି।

ନିଖୋଜ ଥିବା ମତ୍ସଜୀବୀ ହେଲେ ପଞ୍ଚାନନ ଦଳେଇ । ତାଙ୍କ ଘର ବାହାବଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏନେଇ ଗତକାଲି ସନ୍ଧ୍ୟାରେ ବାହାବଳପୁର ମେରାଇନ୍‌ ଥାନାରେ ମତ୍ସଜୀବୀ ସଂଘ ପକ୍ଷରୁ ରିପୋର୍ଟ ଦିଆଯାଇଥିବା ସଂଘର ସଭାପତି ବିକାଶ କୁମାର ଦାସ କହିଛନ୍ତି। ଏହି ଭୁଟୁଭୁଟିରେ ମତ୍ସଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ନିଖୋଜଙ୍କୁ ଉଦ୍ଧାର ଲାଗି ଜୋରସୋର ଉଦ୍ୟମ ଜାରି ରହିଛି।

 



from Odisha Reporter https://ift.tt/2OqZKwG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages