ଚୋରି ଅଭିଯୋଗ: ଯୁବକଙ୍କୁ ନିର୍ଧୂମ ଛେଚିଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

ଚୋରି ଅଭିଯୋଗ: ଯୁବକଙ୍କୁ ନିର୍ଧୂମ ଛେଚିଲେ ଗାଁ ଲୋକେ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ ): ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ପଠାଣି ନନ୍ଦଙ୍କ ଘରେ କେହି ନଥିବା ସୁଯୋଗ ନେଇ ୪ଜଣ ଯୁବକ ଘରେ ପଶି ଲୁଟ ଉଦ୍ୟମ କରୁଥିଲେ। ଏତିକି ବେଳେ ଗାଁ ଲୋକେ ଅଭିଯୁକ୍ତମାନଙ୍କୁ ଘେରିଯାଇଥିଲେ।

ଏହା ଦେଖି ୪ଜଣଙ୍କ ମଧ୍ୟରୁ ୩ ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମବାସୀ ଜଣେ ଯୁବକଙ୍କୁ କାବୁ କରିନେଇଥିଲେ । ଅଭିଯୁକ୍ତ ଯୁବକଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ । ଫତେଗଡ଼ ପୁଲିସ ଗାଁ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ଚୋରିରେ ବ୍ୟବହୃତ ଗୋଟିଏ ବାଇକ୍‌ ଜବତ ହୋଇଛି।



from Odisha Reporter https://ift.tt/2Y439Wy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages