ରାଜ୍ୟରେ ୩ ମାସରେ ୬୦୨ ପିଲା ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

  ରାଜ୍ୟରେ ୩ ମାସରେ ୬୦୨ ପିଲା ନିଖୋଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ସମୁଦାୟ ୬୦୨ ନାବାଳକନାବାଳିକା ନିଖୋଜ ହୋଇଛନ୍ତି। ବିଧାନସଭାରେ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ସୂଚନା ଅନୁସାରେ ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି। ଏ ସଂକ୍ରାନ୍ତରେ ୪୫୫ଟି ମାମଲା ରୁଜୁ ହୋଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୭୯ ଜଣଙ୍କ ସନ୍ଧାନ ମିଳିଛି। ।

ଏହି ୩ ମାସ ବ୍ୟବଧାନରେ ୧୦୦ ନାବାଳକ ମଧ୍ୟ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ଜଣଙ୍କ ସନ୍ଧାନ ମିଳିଛି। ନାବାଳକ ନିଖୋଜ ନେଇ ୯୫ଟି ମାମଲା ରୁଜୁ ହୋଇଛି।



from Odisha Reporter https://ift.tt/2LydHGS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages