ଆଳି( ବନମାଳି ସାହୁ): ବାଲିରେ କାଳିଆ ଠାକୁର। ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସିଙ୍ଗିରିବଜ଼ାରଠାରେ ବାଲୁକା କଳା ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କ ବିରାଟକାୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।
ଏହି ପ୍ରତିମୂର୍ତ୍ତିକୁ ଯୁବ ବାଲୁକାଶିଳ୍ପୀ ଯତୀନ ଦାସ ନିର୍ମାଣ କରିଛନ୍ତି। ବାଲିରେ ନିର୍ମିତ ହୋଇଥିବା ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ଲୋକଙ୍କ ବେଶ୍ ଭିଡ଼ ଜମୁଛି।
from Odisha Reporter https://ift.tt/2RSRwLH
No comments:
Post a Comment