ମରିବା ଆଗରୁ ସତ କହିଦେଲା ପପୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ମରିବା ଆଗରୁ ସତ କହିଦେଲା ପପୁ…

ମରିବାକୁ ଆଉ କିଛି ସମୟ ବାକି ଅଛି। ପପୁ ଚିନ୍ତା କଲା ଯାହା ସବୁ ଭୁଲ୍‌ ଓ ପାପ କରିଛି ପ୍ରୀତିକୁ କହିଦେଇ ମରିଯିବ। ସବୁ ଭୁଲ୍‌ କହିଦେବା ପରେ ସେ ଶାନ୍ତିରେ ମରିପାରିବ। ତା’ପରେ ସେ ପ୍ରୀତିକୁ ପାଖକୁ ଡାକିଲା…

ପପୁ : ଆଲମାରୀରୁ ତୁମର ସବୁ ଗହଣା ମୁଁ ହିଁ ଚୋରି କରିଥିଲି।

ପ୍ରୀତି : ହଁ…ତମେ ଚିନ୍ତା କର ନାହିଁ।

ପପୁ : ତୁମ ଭାଇ ତୁମକୁ ଯେଉଁ ୧ ଲକ୍ଷ ଟଙ୍କା ଦେଇଥିଲା, ତାକୁ ବି ମୁଁ ଗାଏବ କରିଥିଲି।

ପ୍ରୀତି : କିଛି କଥା ନାହିଁ, ମୁଁ ଏଥିପାଇଁ ତୁମକୁ କ୍ଷମା ଦେଲି।

ପପୁ : ତୁମର ସବୁ ଦାମୀ ଶାଢ଼ୀ ବି ମୁଁ ଚୋରି କରି ମୋ ପ୍ରେମିକାକୁ ଦେଇଥିଲି।

ପ୍ରୀତି : ତୁମେ ଏତେ କଥା ଚିନ୍ତା କର ନାହିଁ ଧନ। ତୁମକୁ ବିଷ ବି ମୁଁ ହିଁ ଦେଇଛି। ଏବେ ତୁମେ ଶାନ୍ତିରେ ମରିଯାଅ।



from Odisha Reporter https://ift.tt/2yUp8A7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages