ପପୁ ପାଖକୁ ‘ଘୋଡ଼ା’ର ଫୋନ୍‌ ଆସିଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ପପୁ ପାଖକୁ ‘ଘୋଡ଼ା’ର ଫୋନ୍‌ ଆସିଥିଲା

ପପୁର ପ୍ୟାଣ୍ଟ୍‌,ସାର୍ଟ ପ୍ରୀତି ସଫା କରୁଥିଲା। ଏତିକି ବେଳେ ସେ ପପୁର ପ୍ୟାଣ୍ଟରୁ ଗୋଟିଏ କାଗଜ ପାଇଲା। ସେଥିରେ ‘ଜୁଲି’ ଲେଖା ହୋଇଥିଲା। ଝିଅ ପିଲାର ନାଁ ଦେଖି ପ୍ରୀତି ରାଗିଗଲା। ତା’ପରେ କ’ଣ ହେଲା ପଢ଼ନ୍ତୁ।

ସୋଫାରେ ଶୋଇଥିବା ପୁପୁକୁ ପ୍ରୀତି ବେଲଣା ପିଢ଼ା ବାଡ଼ିରେ ପାହାରେ ପିଟିଲା।

ପପୁ: ମାରିଲ କାହିଁକି ?

ପ୍ରୀତି: ତୁମ ପକେଟ୍‌ରୁ ଗୋଟିଏ କାଗଜ ମିଳିଲା। ସେଥିରେ ‘ଜୁଲି’ ଲେଖା ହୋଇଥିଲା।

ପପୁ: ଆରେ, ଗତ ସପ୍ତାହରେ ରବିବାର ଦିନ ମୁଁ ଘୋଡ଼ା ରେସ୍‌ କରିବାକୁ ଯାଇଥିଲି। ସେ ରେସ୍‌ରେ ମୋତେ ଯେଉଁ ଘୋଡ଼ା ମିଳିଥିଲା,  ତା ନାଁ ଥିଲା ଜୁଲି।

ପ୍ରୀତି: ହଉ, ମାଡ଼ ମାରିଥିବାରୁ କ୍ଷମା ମାଗିଲି।

ଚାରି ଦିନ ପରେ ପପୁ ଘରକୁ ଆସିବା ସମୟରେ ପ୍ରୀତି ରାଗରେ ପପୁକୁ ପୁଣି ମାରିଲା…

ପପୁ: ଏବେ କାହିଁକି ମାରିଲ?

ପ୍ରୀତି: ଘୋଡ଼ାର ଫୋନ୍‌ ଆସିଥିଲା…



from Odisha Reporter https://ift.tt/31TwyA3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages