ତେଲେଙ୍ଗାନା ଏକ୍ସପ୍ରେସରେ ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ତେଲେଙ୍ଗାନା ଏକ୍ସପ୍ରେସରେ ନିଆଁ

ନୂଆଦିଲ୍ଲୀ: ୧୨୭୨୩ ନମ୍ବର ହାଇଦ୍ରାବାଦ-ନୂଆଦିଲ୍ଲୀ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା। ହରିଆନାର ଅସୋତି ଷ୍ଟେସନ ନିକଟରେ ଯାଉଥିବା ବେଳେ ତେଲେଙ୍ଗାନା ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲାଗିଥିଲା। ନିଆଁ ଲାଗିବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା ବୋଲି ଉତ୍ତର ରେଳ ଡିଭିଜନ୍ ସୂଚନା ଦେଇଛି।

ସକାଳ ୭ଟା ୪୩ ସମୟରେ ଟ୍ରେନର ୯ ନମ୍ୱର ବଗିରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ନିଆଁ ଲାଗିଥିଲା। ତେବେ ନିଆଁକୁ ତତକ୍ଷଣାତ୍ କାବୁ କରିବାରେ ରେଳ ବିଭାଗ ସକ୍ଷମ ହୋଇଥିଲା ବୋଲି ଉତ୍ତର ରେଳ ଡିଭିଜନର ମୁଖପାତ୍ର ଦୀପକ କୁମାର କହିଛନ୍ତି।

 



from Odisha Reporter https://ift.tt/2NFH2iv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages