ଜଳିଗଲା ତେଲ ଗୋଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 15, 2019

ଜଳିଗଲା ତେଲ ଗୋଦାମ

କଟକ( ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମରେ ଅଗ୍ନିକାଣ୍ଡ । ଜଳିଗଲା ତେଲ ଗୋଦାମ ।କଟକ ମାଲଗୋଦାମ ଭିତରେ ଥିବା ଏକ ତେଲ ହୋଲସେଲିଂ ଗୋଦାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା।

ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ନିଆଁ ବ୍ୟାପିବା ପୂର୍ବରୁ ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା  । ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି । ଆଉ ଏଥିଯୋଗୁ ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନାହିଁ।  ସେପଟେ ତେଲ ଗୋଦାମରେ ନିଆଁ କେମିତି ଲାଗିଲା, ତାର କାରଣ ସ୍ପଷ୍ଟ ହୋଇନି।



from Odisha Reporter https://ift.tt/2KB9Qqv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages