ଇଦ୍‌ ପାଇଁ ପୁଞ୍ଚରେ ୧୪୪ ଧାରା ୪ ଘଣ୍ଟା କୋହଳ, ଏଟିଏମରେ ଲମ୍ବା ଲାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ଇଦ୍‌ ପାଇଁ ପୁଞ୍ଚରେ ୧୪୪ ଧାରା ୪ ଘଣ୍ଟା କୋହଳ, ଏଟିଏମରେ ଲମ୍ବା ଲାଇନ୍‌

ଶ୍ରୀନଗର: ବିକ୍ରୀ ଇଦ୍‌ ପୂର୍ବରୁ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜମ୍ମୁ-କଶ୍ମୀର। ଆସନ୍ତାକାଲି ବିକ୍ରୀ ଇଦ୍‌ ପାଳନ କରାଯିବ। ଏଥିପାଇଁ ଆଜି ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ୧୪୪ ଧାରାକୁ କୋହଳ କରାଯାଇଛି। ବିଶେଷରେ ପୁଞ୍ଚରେ ଆଜି ୪ ଘଣ୍ଟା ପାଇଁ ୧୪୪ ଧାରା କୋହଳ କରାଯିବା ପରେ ରାସ୍ତା ଉପରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଛି।

ଆସନ୍ତାକାଲିର ଇଦ୍‌ ଉତ୍ସବ ପାଇଁ ଲୋକମାନେ ବିଭିନ୍ନ ମାର୍କେଟରୁ ଆବଶ୍ୟକ ସାମଗ୍ରୀ ମାନ କିଣିବାରେ ଲାଗିଛନ୍ତି। ସେହିପରି ଏଟିଏମଗୁଡ଼ିକରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ମଧ୍ୟାହ୍ଣ ସମୟରେ ପର୍ଯ୍ୟାୟକ୍ରମେ ଜମ୍ମୁ-କଶ୍ମୀରର ଆଉ କିଛି ସ୍ଥାନରୁ ୧୪୪ ଧାରା କୋହଳ କରାଯାଇଥିବା ଜଣାପଡ଼ିଛି। ତେବେ ଲୋକଙ୍କ ଉପରେ ସୁରକ୍ଷାକର୍ମୀଙ୍କ ନଜର ରହିଛି।



from Odisha Reporter https://ift.tt/2YGbNLf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages