ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୭୩ ତ଼ମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ରାଜଧାନୀ ଭୁବନେଶ୍ୱର ।  ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି । ବିଶେଷକରି ବିଧାନସଭା ସୌଧ, ସଚିବାଳୟ, ଜୟଦେବ ଭବନ ଏବଂ କମିଶନରେଟ୍ ପୋଲିସ ଭବନ ଭଳି ସରକାରୀ କୋଠାଗୁଡ଼ିକ ରଙ୍ଗୀନ ଆଲୋକରେ ଝଟକୁଥିବା ଦେଖିବାକୁ ମିଳିଛି ।

ସେହିଭଳି ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ କାର୍ଯ୍ୟାଳୟକୁ ମଧ୍ୟ ରଙ୍ଗୀନ ଆଲୋକରେ ଆକର୍ଷଣୀୟ ରୂପ ଦିଆଯାଇଛି । ଏହିସବୁ ସ୍ଥାନକୁ ରଙ୍ଗବେରଙ୍ଗର ଆଲୋକରେ ସଜା ଯିବା ସହ  ବିଭିନ୍ନ ସୁକ୍ଷ୍ମ କାରୁକାର୍ଯ୍ୟ ମନ ମୋହୁଛି।  ଫଳରେ ଏସବୁ କୋଠାକୁ ଦେଖିଲେ ଦେଖଣାହାରୀ ଆଖି ଲାଖି ରହୁଛି।

ଚଳିତ ବର୍ଷ ପରେଡ ପଡ଼ିଆରେ  ସ୍ୱାଧୀନତା ଦିବସ ପାଳନ ଲାଗି ପୂର୍ବ ପ୍ରସ୍ତୁତି ସରିଛି।

 



from Odisha Reporter https://ift.tt/2H7Akhk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages