ଅଫିସ୍ରୁ ଫେରିବା ପରେ ପପୁ ପ୍ରବଚନ ଶୁଣିବା ପାଇଁ ଆଶ୍ରମ ଯାଇଥିଲା। ପ୍ରବଚନ ଶୁଣି ପପୁ ଜଲ୍ଦି ଘରକୁ ଫେରି ଆସିଲା। ଘରକୁ ଆସିବା ପରେ ପପୁର କ’ଣ ହେଲା କେଜାଣି ସ୍ତ୍ରୀ ପ୍ରୀତିକୁ ଦୁଇ ହାତରେ ଉଠାଇ ନେଇ କୋଳେଇ ଧରିଲା। ଆଉ ତା’ ପରେ କ’ଣ ହେଲା ପଢ଼ନ୍ତୁ…
ପ୍ରୀତି: ଆରେ ବାଃ, କଥା କ’ଣ ? ଆଜି କାହିଁକି ଏତେ ପ୍ରେମ ଉଛୁଳି ପଡୁଛି।
ପପୁ: ପ୍ରେମ ଫ୍ରେମ କିଛି ନାହିଁ। ପ୍ରବଚନ ଶୁଣିକରି ଆସୁଛି।
ପ୍ରୀତି: ପ୍ରବଚନରେ କ’ଣ ଏସବୁ କରିବା ପାଇଁ କୁହାଯାଇଥିଲା?
ପପୁ: ମୁଁ ସେଠାରେ ଶୁଣିଲେ ଯେ ମନୁଷ୍ୟ ତା’ର ଦୁଃଖର ବୋଝକୁ ନିଜେ ଉଠାଇବା ଉଚିତ୍।
from Odisha Reporter https://ift.tt/2yQMztX
No comments:
Post a Comment