ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଗୋଲାପ ଫୁଲଟିଏ ଦେଇ ‘ଆଇ ଲଭ୍ ୟୁ’ କହିଲେ।
ମହିଳା ଜଣଙ୍କ ରାଗି ନଯାଇ ତୁରନ୍ତ ପ୍ରତିକ୍ରିୟା ଦେଇ କହିଲେ,‘ତୁମେ ମୋତେ ଭଲ ପାଉଛ ବୋଲି ଜାଣି ଖୁସି ହେଲି। କିନ୍ତୁ ତୁମେ ଆଉ କିଛି ଭାବିବା ଆଗରୁ ମୁଁ ମୋ ବିଷୟରେ ଟିକେ ଜଣେଇ ଦେଉଛି। ମୁଁ ବିବାହିତ ଓ ମୋର ସ୍ୱାମୀ ଅଛନ୍ତି। ମୋର ଜଣେ ବୟଫ୍ରେଣ୍ଡ ବି ଅଛନ୍ତି। ମୋର ପୂର୍ବତନ ବୟଫ୍ରେଣ୍ଡ ମୋ ଘର ପାଖରେ ରହୁଛନ୍ତି। ଗତକାଲି ଅଫିସ୍ରେ ବସ୍ ମୋତେ ପ୍ରପୋଜ୍ କରିଛନ୍ତି। ଆଉ ମୁଁ ତାଙ୍କୁ ମନା ବି କରିପାରିଲିନି। ସେମିତି ସ୍କୁଲ୍ ବେଳର କ୍ଲୋଜ୍ ଫ୍ରେଣ୍ଡ୍ ସହିତ ଏବେ ମୋର ସିରିୟସ୍ ମ୍ୟାଟର୍ ଚାଲିଛି। ତେଣୁ ତୁମ କଥା ଚିନ୍ତା କରିବାକୁ ଆଉ ସମୟ ନାହିଁ। ମୁଁ ଆଉ ତୁମକୁ ଆଡ୍ଜଷ୍ଟ୍ କରିବା ଅବସ୍ଥାରେ ନାହିଁ।’
ଏହା ଶୁଣି ଉକ୍ତ ବ୍ୟକ୍ତି ଜଣଙ୍କ ଖାଲି ଆଁ କରି ଅନେଇ ରହିଥିଲେ।
from Odisha Reporter https://ift.tt/2NrjIVQ
No comments:
Post a Comment