ପିଲାଙ୍କୁ ଦିଆଗଲା ଏକ୍ସପାରୀ ଔଷଧ ; ସିଡିଏମ୍ଓ କହିଲେ ଖାଇଲେ କିଛି ହେବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ପିଲାଙ୍କୁ ଦିଆଗଲା ଏକ୍ସପାରୀ ଔଷଧ ; ସିଡିଏମ୍ଓ କହିଲେ ଖାଇଲେ କିଛି ହେବନି

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍‌ ଅଞ୍ଚଳରେ ଏକ୍ସପାରୀ କୃମି ଔଷଧ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ଗତ ଦୁଇରୁ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ସ୍କୁଲରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଏକ୍ସପାରୀ କୃମି ଔଷଧ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଔଷଧ ଗୁଡିକର ଜୁଲାଇ ମାସରୁ ଏକ୍ସପାରୀ ହୋଇଯାଇଥିଲେ ବି ପୁଣି କିଭଳି ଭାବେ ପିଲାଙ୍କୁ ଦି‌ଆଯାଇଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ସିଡିଏମ୍ଓଙ୍କ କହିବା ଅନୁସାରେ ଔଷଧର ଏକ୍ସପାରୀ ତାରିଖ ଯିବାର ମାସେ ପର୍ଯ୍ୟନ୍ତ ବି ଏହାକୁ ଖାଇବାରେ କୌଣସି ଅସୁବିଧା ନାହିଁ। ଘଟଣାର ତଦନ୍ତ ଲାଗି ୪ ଜଣିଆ ଟିମ୍ ଗଠନ କରାଯାଇଛି।



from Odisha Reporter https://ift.tt/2KKuyEI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages