ଅନୁପ୍ରବେଶକାରୀଙ୍କ ମୃତ ଦେହ ନେବା ପାଇଁ ପାକିସ୍ତାନକୁ କହିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ଅନୁପ୍ରବେଶକାରୀଙ୍କ ମୃତ ଦେହ ନେବା ପାଇଁ ପାକିସ୍ତାନକୁ କହିଲା ଭାରତ

ଶ୍ରୀନଗର: ଜମ୍ମୁ କଶ୍ମୀରର କେରନ ସେକ୍ଟରରେ ପାକିସ୍ତାନର ବର୍ଡର ଆକ୍ସନ ଟିମ୍ (ବାଟ୍) ର ଏକ ଆକ୍ରମଣକୁ ପଣ୍ଡ କରିଛନ୍ତି ଭାରତୀୟ ସେନା। ଏଥିରେ ୫ରୁ ୭ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ଏବେ ଏହି ଅନୁପ୍ରବେଶକାରୀଙ୍କ ମୃତ ଦେହ ପାକିସ୍ତାନକୁ ନେବା ପାଇଁ ଭାରତ କହିଛି। ଧଳା ପତାକା ଧରି ଆସି ଅନୁପ୍ରବେଶକାରୀଙ୍କ ମୃତ ଦେହ ନେବା ପାଇଁ ଭାରତ କହିଛି। ହେଲେ ପାକିସ୍ତାନ ଏଯାଏ କୌଣସି ଜବାବ ଦେଇ ନାହିଁ।

ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବାଟର ୭ ଯବାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ ଦେହ ଭାରତ ସୀମାରେ ପଡ଼ି ରହିଛି। ସୂଚନାଯୋଗ୍ୟ ବାଟରେ ପାକିସ୍ତାନ ସେନାର ସ୍ୱତନ୍ତ୍ର ବଳର ଯବାନ ଏବଂ ଆତଙ୍କବାଦୀ ସାମିଲ୍ ହୋଇଥାନ୍ତି।



from Odisha Reporter https://ift.tt/2T7YWvk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages