ବର୍ଷା ଛାଡ଼ିଛି, ତଥାପି କମିନି ଦୁର୍ଦ୍ଦଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ବର୍ଷା ଛାଡ଼ିଛି, ତଥାପି କମିନି ଦୁର୍ଦ୍ଦଶା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ବର୍ଷା କମିଥିଲେ ମଧ୍ୟ କମିନି ଲୋକଙ୍କ ଦୁର୍ଦ୍ଦଶା। ଗୋଦାବରୀ ନଦୀର ପାଣି ନିଷ୍କାସିତ ହୋଇ ନ ପାରିବାରୁ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏଥିସହ କନ୍ୟାଶ୍ରମ ପୋଲ ଉପରେ ୩ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ କାଲିମେଳାରୁ ପଡିଆ ଓ ମାଲକାନଗିରିରୁ ଛତିଶଗଡ଼କୁ ଯୋଗଯୋଗ ବିଚ୍ଛିନ୍ନ ରହିଛି।

ଗତ ତିନି ଦିନ ହେବ ଛତିଶଗଡ଼କୁ ଯୋଗଯୋଗ ବନ୍ଦ ରହିଛି । ଏପରି କି ଚାଷ ଜମିରୁ ପାଣି କିଛି କମିଥିଲେ ମଧ୍ୟ ବହୁ ମାତ୍ରାରେ ଫସଲ ନଷ୍ଟ ହୋଇଯାଇଛି।



from Odisha Reporter https://ift.tt/2MQtlx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages